Tuesday, October 13, 2026
Home ଆଞ୍ଚଳିକ ବ୍ଲକସ୍ତରୀୟ ବିଜ୍ଞାନ ମେଳା

ବ୍ଲକସ୍ତରୀୟ ବିଜ୍ଞାନ ମେଳା

15

ବାଲିଗୁଡ଼ା, (ସୁରେଶ ପଣ୍ଡା ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଜ୍ଞାନ ମେଳା ଆୟୋଜନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବାଲିଗୁଡ଼ା ଉପଖଣ୍ଡ ଆରକ୍ଷଣ ଅଧିକାରୀ, ବାଲିଗୁଡ଼ା ଅତିରିକ୍ତ କଂଜରଭେଟର, ବାଲିଗୁଡ଼ା ବ୍ଲକ ଶିକ୍ଷା ଅଧିକାରୀ ଯୋଗଦେଇଥିଲେ । ବାଲିଗୁଡ଼ା ନଗର ଓ ବ୍ଲକ ସ୍ତରୀୟ ପ୍ରତେକ ପଞ୍ଚାୟତରୁ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ନିଜର ବିଜ୍ଞାନ ଓ ଗଣିତ ମାଧ୍ୟମରେ ତିଆରି କରି ଆସିଥିବା ମୁଖ୍ୟ ଅତିଥି ଶିକ୍ଷକ ଶିକ୍ଷୟତ୍ରୀ, ଦେଖାଇବା ସହ ବୁଝେଇଥିଲେ ଏହା ଦେଖିବା ପାଇଁ ପ୍ରତେକ ସ୍କୁଲର ଛାତ୍ର ଛାତ୍ରୀ ମାନେ ଆସିଥିଲେ ଏହି ପ୍ରତି ଯୋଗୀତାରେ ସୁଡ୍ରା ପଞ୍ଚାୟତର ଶିକାଟି ପ୍ରାଥମିକ ବିଦ୍ୟାଳୟ ଓ ରୁତୁଙ୍ଗିଆ ପଞ୍ଚାୟତର ସାମ୍ବୁକିଆ ସ୍କୁଲର ଛାତ୍ର ବ୍ରୋଞ୍ଜ ପଦକ ପାଇଥିଲେ ।