Saturday, October 10, 2026
Home ଅପରାଧ ଏସ.ଆର ଆଲକୋଭେଦ ପ୍ରାଇଭେଟ ଲିମିଟେଡ଼ ଉପରେ CBI ରେଡ଼

ଏସ.ଆର ଆଲକୋଭେଦ ପ୍ରାଇଭେଟ ଲିମିଟେଡ଼ ଉପରେ CBI ରେଡ଼

5

ଭୁବନେଶ୍ୱର, ୨୫/୧୧/୨୧ (ଜିଲ୍ଲା ଖବର ) : ଠକ କମ୍ପାନି ଏସ.ଆର ଆଲକୋଭେଦ ପ୍ରାଇଭେଟ ଲିମିଟେଡ଼ ଉପରେ CBI ଟିମର ରେଡ଼ I ୨୦୧୩ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୪୦ କୋଟି ଠକେଇ କରିବା ଏବଂ ଆହ୍ଲାବାଦ ବ୍ୟାଙ୍କରୁ ୩୩ କୋଟି ଟଙ୍କା ଲୋନ ନେଇ ଫେରସ୍ତ କରି ନଥିବା ଏହି ସଂସ୍ଥା ଉପରେ ରେଡ଼ ମାରିଛି ସିବିଆଇ  ।

ବ୍ୟାଙ୍କର ମ୍ୟାନେଜର ଏନେଇ ଅଭିଯୋଗ କରିବା ପରେ ଭୁବନେଶ୍ୱର CBI ଟିମ୍‌ର ଚଢ଼ାଉ କରିଛି ।