
ଗୁଣୁପୁର ,୨୪/୧୧(ଜିଲ୍ଲା ଖବର): ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶ୍ରୀନିବାସ ଆଚାରୀ, ଗୁଣୁପୁର ସିଡିପିଓ ସୁଶ୍ରୀ କର୍ଣ୍ଣା ମୁର୍ମୁ, ୟୁଏନ ଏଫପିଏ ର ଇତିଶ୍ରୀ ଜେନା, ଆକ୍ସନ ଏଡ ର ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ବର ସାହୁ, କେରବା ଉଚ୍ଚ ବିଦ୍ଯାଳୟ, ପୁଟାସିଂ ଉଚ୍ଚ ବିଦ୍ଯାଳୟ, ପୁଟାସିଂ ବାଳିକା ଉଚ୍ଚ ବିଦ୍ଯାଳୟ, କୁଜେନ୍ଦ୍ରି ଉଚ୍ଚ ବିଦ୍ଯାଳୟ, ଜଲତାର, ପୁଟାସିଂ ଗ୍ରାମ ରେ ଏହି ରଥ କୁ ସ୍ବାଗତ କରାଯାଇଥିଲା। ବାଳକ ଓ ବାଳିକା ମାନଙ୍କ ଦ୍ବାରା ବାଲ୍ଯ ବିବାହ କୁ ନା ବୋଲି ଶପଥ ନେଇଥିଲେ
ରିପୋର୍ଟ ଗୁଣୁପୁର ରୁ ରାମନାଥ ମହାନ୍ତି


