Wednesday, October 14, 2026
Home ଆଞ୍ଚଳିକ ପୋଲିସ ପକ୍ଷରୁ ଟ୍ରାଫିକ ନିୟମ ସଚେତନତା କାର୍ଯ୍ୟକ୍ରମ

ପୋଲିସ ପକ୍ଷରୁ ଟ୍ରାଫିକ ନିୟମ ସଚେତନତା କାର୍ଯ୍ୟକ୍ରମ

53

ବାଲିଗୁଡା, (ସୁରେଶ କୁମାର ପଣ୍ଡା) : କେନ୍ଦ୍ର ସରକାର ଆଣିଥିବା ମୋଟର ଜାନ ନିୟମ କୁ ରାଜ୍ୟ ସରକାର ଡିସେମ୍ବର ମାସପହିଲାରୁ ପୁଣି  କଡାକଡ଼ି କରିବା ପାଇଁ ନିର୍ଦ୍ଧେଶ ଦେଇଥିବା ବେଳେ ଏହାକୁ କିଭଳି ସଚେତନତା ମାଧ୍ୟମରେ ପାଳନ କରାଯିବ,ସେ ନେଇ  ବାଲିଗୁଡା ଏସଡ଼ିପିଓ ମାନସ ରଞ୍ଜନ ବାରିକ ଟାଉନର ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନତା କରୁଥିବା ବେଳେ ସୋମବାର ଦିନ ବାଲିଗୁଡା ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ  ମାନଙ୍କୁ ସଚେତନତା କରିବା ସହ ରାସ୍ତାର କେଉଁ ପାର୍ଶ୍ୱରେ ଯାତାୟତ କରିବ ରାସ୍ତାର ଉଭୟ ପାର୍ଶ୍ୱ ଦେଖି ରାସ୍ତା ପାର କରିବ ଏଭଳି ବିଭିନ୍ନ ପ୍ରକାର ନିୟମ  ସଚେତନତା କରିବା ସହ ଶପଥ ପାଠ ମଧ୍ୟ  କରାଇଥିଲେ l ଏହି କାର୍ଯ୍ୟକ୍ରମରେ  ବିଦ୍ୟାଳୟର ଶିଶିର କାନ୍ତ ଦାସ, ଆର୍ତ୍ତ ଚନ୍ଦ୍ର ଖଟୁଆଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l କେନ୍ଦ୍ର ସରକାର ଆଣିଥିବା ମୋଟର ଜାନ ନିୟମ କୁ ରାଜ୍ୟ ସରକାର ଡିସେମ୍ବର ମାସପହିଲାରୁ ପୁଣି  କଡାକଡ଼ି କରିବା ପାଇଁ ନିର୍ଦ୍ଧେଶ ଦେଇଥିବା ବେଳେ ଏହାକୁ କିଭଳି ସଚେତନତା ମାଧ୍ୟମରେ ପାଳନ କରାଯିବ,ସେ ନେଇ  ବାଲିଗୁଡା ଏସଡ଼ିପିଓ ମାନସ ରଞ୍ଜନ ବାରିକ ଟାଉନର ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନତା କରୁଥିବା ବେଳେ ସୋମବାର ଦିନ ବାଲିଗୁଡା ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ  ମାନଙ୍କୁ ସଚେତନତା କରିବା ସହ ରାସ୍ତାର କେଉଁ ପାର୍ଶ୍ୱରେ ଯାତାୟତ କରିବ ରାସ୍ତାର ଉଭୟ ପାର୍ଶ୍ୱ ଦେଖି ରାସ୍ତା ପାର କରିବ ଏଭଳି ବିଭିନ୍ନ ପ୍ରକାର ନିୟମ  ସଚେତନତା କରିବା ସହ ଶପଥ ପାଠ ମଧ୍ୟ  କରାଇଥିଲେ l ଏହି କାର୍ଯ୍ୟକ୍ରମରେ  ବିଦ୍ୟାଳୟର ଶିଶିର କାନ୍ତ ଦାସ, ଆର୍ତ୍ତ ଚନ୍ଦ୍ର ଖଟୁଆଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l