
ଗଞ୍ଜାମ, ୨୨-୧୧(ଜିଲ୍ଲା ଖବର):କଥାରେ ଅଛି ଛୋଟ ନାଗର ବଡ ବିଷ ତାହା ଆଜି ପ୍ରମାଣିତ ହୋଇଛି ଏକ ଚାରି ମାସର ଦୁଇ ଫୁଟ ଲମ୍ବର ଏକ ନାଗ ଛୁଆର ଗର୍ଜନ ସହ ଚୋଟ ମାରିବା ଦୃଶ୍ୟ
ଲୋଚାପଡା ରୋଡ ଧୋବାନାଳ ପାଖରେ ଥିବା ସ୍ବର୍ଗତ ସୁଦୂର ବେହେରାଙ୍କ ଘର ମଧ୍ୟକୁ ମୁଷକୁ ଗୋଡେଇ ପ୍ରବେଶ ବେଳେ ତାଙ୍କ ସ୍ତ୍ରୀ ଦେଖି ପାଟିକରି ପୁଅ ଜଗାକୁ ଡାକିଲେ ଜଗା କୌଶଳ କ୍ରମେ ସାପକୁ କାବୁ କରି ସାମ୍ବାଦିକ କୁନା ମିଶ୍ରଙ୍କ ସହ ଯୋଗାଯୋଗ କରିଥିଲେ କୁନା ସାପକୁଟିକୁ ନେଲା ବେଳେ ଫଣା ଟେକି ଉପରକୁ ଉଠିଲା ବେଳେ ଛୋଟ ପିଲା ଚାଲିଲା ବେଳେ ପଡ଼ିଯାଇଥାଏ ସେହିପରି ନାଗ ଛୁଆ ଗଡି ପଡୁଥିଲା ପରେ ନିକଟସ୍ଥ ଖୋଲା ପଡିଆରେ ଛାଡିଥିଲେ |
ରିପୋର୍ଟ : କୁନା ମିଶ୍ର



