Tuesday, November 17, 2026
Home ଆଞ୍ଚଳିକ ଡାକ୍ତର ପ୍ରେମି ଯୁଗଳଙ୍କ ପ୍ରେମ କାହାଣୀ ଦାଣ୍ଡରେ ପଡି ହାଟରେ ଗଡୁଛି

ଡାକ୍ତର ପ୍ରେମି ଯୁଗଳଙ୍କ ପ୍ରେମ କାହାଣୀ ଦାଣ୍ଡରେ ପଡି ହାଟରେ ଗଡୁଛି

16

ଗଞ୍ଜାମ,୨୨/୧୧/୨୧(ଜିଲ୍ଲା ଖବର):ଆଜି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ବ୍ରହ୍ମାନଗରରେ ନିଜକୁ ବୋହୁ ବେଶରେ ସୁସଜିତ ହୋଇ ଭାବି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଛତ୍ରପୁର ଶ୍ରୀ ନଗର ପ୍ରଥମ ଗଳି ନିବାସୀ ତପସ୍ୱିନୀ ଦାଶ (ଡିମ୍ପଲ) ସମ୍ପୃକ୍ତ ଡାକ୍ତର ସୁନିତ କୁମାର ସାହୁ ଦିର୍ଘ ଏକ ବର୍ଷରୁ ଉର୍ଦ୍ଧ ହେବ ପ୍ରଥମେ ପ୍ରେମ ପରେ ଶାରୀରିକ ସମ୍ପର୍କ ରଖି ଆସୁଥିଲେ ଶେଷରେ କୋଟ ମେରେଜ କରି ଦୁହେଁ ଏକ ଭଡା ଘରେ ରହିଆସୁଥିଲେ ଡିମ୍ପଲ ଯେତେବେଳ
ଶଶୁର ଘରକୁ ଯିବା ପାଇଁ କହିଥିଲେ
ଡାକ୍ତର ନିଜ ଘରକୁ ଆଣି ଘରର ଉପର
ମହଲରେ ରଖି ଖାଇବାକୁ ନ ଦେଇ ଶାରୀରିକ ଓ ମାନସିକ ନିଯ୍ୟାତନା ଦେଉଥିଲେ ବୋଲି କୋହଭରା କଣ୍ଠରେ କହିଥିଲେ ଡିମ୍ପଲ ପ୍ରଶାସନର ସବୁ ସ୍ତରରେ ଅଭିଯୋଗ କରି କୋଣସି ସଫଳ ପାଇନଥିଲେ ଇତି ମଧ୍ୟରେ ଭାବି – ଶଶୁର ପ୍ରତିଶୃତି ଦେଇଥିଲେ ଯେ ନଭେମ୍ବର 22ରେ ଧୂମଧାମରେ ବାହାଘର ହେବ ତପସ୍ୱିନୀ ଘର ପକ୍ଷରୁ ସବୁ ଆୟୋଜନ କରି ଥିଲେ କିନ୍ତୁ ଡାକ୍ତରଙ୍କ କିଛି ବନ୍ଦୋବସ୍ତ ନ କରିବାରୁ ଡାକ୍ତର ତପସ୍ୱିନୀ ବୋହୁ ବେଶରେ ଭାବି ସ୍ୱାମୀ ଙ୍କ ଘର ଆଗରେ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ଧାରଣାରେ ବସିଛନ୍ତି
ରିପୋର୍ଟ : କୁନା ମିଶ୍ର