
ଗଞ୍ଜାମ,୨୨/୧୧/୨୧(ଜିଲ୍ଲା ଖବର):ବିଶ୍ୱ ମଧୁମେହ ଦିବସ ଉପଲକ୍ଷେ ବ୍ରହ୍ମପୁର ରୁବି ଚକ୍ଷୁଚିକିତ୍ସାଳୟ ଓ ଲାସିକ ସେଣ୍ଟରୁ ତରଫରୁ ଏକ ସଚେତନତା ପଦଯାତ୍ରାଓ ସାଈକେଲ ପରିକ୍ରମା ର ଆୟୋଜନ କରାଯାଇଥିଲା.ରୁବି ଚକ୍ଷୁ ଚିକିତ୍ସାଳୟ ର ଚେରମ୍ୟାନ ଡା ବି ନାଗେଶ୍ୱେରରାଓ ସୁଵୁଦ୍ଧି ଙ୍କ ପ୍ରତ୍ୟକ୍ଷ ତତ୍ୱବଧାନ ରେ ଆୟଜିତ କରାଯାଇଥିଲା ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମନ୍ୟାବର ବିଧାୟକ ବିକ୍ରମ ପଣ୍ଡା ଯୋଗ ଦେଇ ସବୁଜ ରଙ୍ଗର ପତକା ଦେଖି ଶୁଭରାମ୍ଭ କରିଥିଲେ। ନିୟମିତ ବ୍ୟାୟମ ଯୋଗ ଆସନ ତଥା ସଠିକ ଶୈଳୀରେ ଉପରେ ମତ ଦେଇଥିଲେ। ସ୍ନମାନିତ ଅତିଥି ଭାବେ ବ୍ରହ୍ମପୁର ଛାତି ରୋଗ ର ବିଶେଷଞ୍ଜ ଡ୍ଡ ନାରାୟଣ ମିଶ୍ର,ଚକ୍ଷୁ ବିଶେଷଜ୍ଞ ଡାକ୍ତର ଜୟନ୍ତୀ ରାଓ ଯୋଗ ଦେଇ ମଧୁମେହ ରୋଗ ଉପରେ କହିଛନ୍ତି. ଏଥିରେ ସବୁଜ ବାହିନୀ ସଦସ୍ୟ ବିଭିନ୍ନ ମେଡ଼ିସିନ କାମ୍ପାନୀରପ୍ରତିନିଧି ଓ ରୁବିଚକ୍ଷୁ ଚିକିତ୍ସାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ।


