Home ଆଞ୍ଚଳିକ ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ ୧୮୫ ରନର ଟାର୍ଗେଟ ରଖିଲା ଭାରତ

ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ ୧୮୫ ରନର ଟାର୍ଗେଟ ରଖିଲା ଭାରତ

11

୨୨/୧୧/୨୧ (ଜିଲ୍ଲା ଖବର) : ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ ୧୮୫ ରନର ଟାର୍ଗେଟ ରଖିଲା ଭାରତ।  ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୪ ରନ କରିବାକୁ ସମର୍ଥ ହୋଇଛି।  ଦଳ ପକ୍ଷରୁ  ରୋହିତ ଶର୍ମା ସର୍ବାଧିକ ୫୬ ରନ କରିଥିଲେ।

 ସେହିପରି ନ୍ୟୁଜିଲ୍ୟାଣ୍ଡ ତରଫରୁ ସାଣ୍ଟନର ସର୍ବାଧିକ ତିନୋଟି ଉଇକେଟ ନେଇଛନ୍ତି। ଏହି ମ୍ୟାଚ ଜିତିଲେ ଭାରତ ୩-୦ରେ ସିରିଜ ଜିତିବ। ତେବେ ନ୍ୟୁଜିଲ୍ୟାଣ୍ଡ ଏହି  ମ୍ୟାଚ ଜିତି ସମ୍ମାନ ବଞ୍ଚାଇବାକୁ ଚେଷ୍ଟା