Monday, November 16, 2026
Home ଆଞ୍ଚଳିକ ଆଜି ନବୀନ ନିବାସ ଘେରାଉ କରିବ ବିଜେପି

ଆଜି ନବୀନ ନିବାସ ଘେରାଉ କରିବ ବିଜେପି

11

୨୨/୧୧/୨୧ (ଜିଲ୍ଲା ଖବର) : ଆଜି ନବୀନ ନିବାସ ଘେରାଉ କରିବ ବିଜେପି। ମମିତା ମେହେରଙ୍କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇବ ଦଳ। ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ତୁରନ୍ତ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବିରେ ନବୀନ ନିବାସ ଘେରାଉ କରିବ ଦଳ।

ଦିନ ୧୧ଟାରେ ଭୁବନେଶ୍ବର ରାଜମହଲ ଛକ ନିକଟରୁ ଆରମ୍ଭ ହେବ ଏହି ଆନ୍ଦୋଳନ। ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ନବୀନ ନିବାସ ଘେରାଉ କରାଯିବ ।

ସେପଟେ  ଆଜି କନ୍ଧମାଳ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।