Tuesday, November 17, 2026
Home ଆଞ୍ଚଳିକ ଦକ୍ଷିଣ କେନ୍ଦ୍ରୀୟ ରେଳପଥରେ ବନ୍ୟା ପରିସ୍ଥିତି, ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ ବାତିଲ୍

ଦକ୍ଷିଣ କେନ୍ଦ୍ରୀୟ ରେଳପଥରେ ବନ୍ୟା ପରିସ୍ଥିତି, ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ ବାତିଲ୍

9

ବ୍ରହ୍ମପୁର,୨୧/୧୧/୨୧ (ଜିଲ୍ଲା ଖବର ) : ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ବନ୍ୟା ପରିସ୍ଥିତି ।  ରେଳ ଧାରଣା ନିକଟରେ ପାଣି ଜମି ରହିବା ଯୋଗୁଁ ନିରାପତ୍ତା ପାଇଁ ଦକ୍ଷିଣ ଭାରତ ଅଭିମୁଖେ ଯାତ୍ରା କରୁଥିବା କିଛି ଟ୍ରେନ ବାତିଲ୍ କିମ୍ବା ଆଂଶିକ ବାତିଲ କରାଯାଇଛି  ।  

ଆଜି (21.11.2021, ରବିବାର) ଭୁବନେଶ୍ୱରରୁ ଛାଡ଼ିବାକୁଥିବା 22871 ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ ବାତିଲ ରହିବ । ଆଜି (21.11.2021, ରବିବାର) ଭୁବନେଶ୍ୱରରୁ ଛାଡିଥିବା 12845 ଭୁବନେଶ୍ୱର-ଯଶୋବନ୍ତପୁର ଏକ୍ସପ୍ରେସ ଏହାର ଯାତ୍ରା ମାର୍ଗରେ ନିୟନ୍ତ୍ରିତ ହେବ କିମ୍ବା ଭିଶାଖାପାଟନମରୁ ଯଶୋବନ୍ତପୁର ମଧ୍ୟରେ ବାତିଲ ରହିବ ।