ଅନୁଗୁଳ କମରେଇ ଜଙ୍ଗଲରେ ବିଦ୍ୟୁତ ଆଗାତରେ ଦନ୍ତା ମୃତ

8

ଅନୁଗୁଳ,୨୧/୧୧/୨୧ (ଜିଲ୍ଲା ଖବର) :  ଅନୁଗୁଳ କଣିହାଁ ବନାଞ୍ଚଳ କମରେଇ ଜଙ୍ଗଲରେ ଦନ୍ତାହାତୀ ମୃତ । ଶିକାର ପାଇଁ ବିଛା ଯାଇଥିବା ୧୧ କେଭି ବିଦ୍ୟୁତ ତାର ଲାଗି ହାତୀର ମୃତ୍ୟୁ ହୋଇଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ନନ୍ଦ ପ୍ରଧାନକୁ  ଗିରଫ କରିଛି ବନବିଭାଗ ।

ଏହାସହ କମରେଇ ଗାଁର ୪ ଜଣ ଓ ଚନ୍ଦ୍ରବିଲି ଗାଁର ଜଣେ ଶିକାରୀକୁ ମଧ୍ୟ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।