Sunday, November 15, 2026
Home ଆଞ୍ଚଳିକ ପ୍ରକାଶ ପାଇଲା ପ୍ଲସ ୨ ଅଫଲାଇନ ରେଜଲ୍ଟ

ପ୍ରକାଶ ପାଇଲା ପ୍ଲସ ୨ ଅଫଲାଇନ ରେଜଲ୍ଟ

22

୨୦/୧୧/୨୧ (ଜିଲ୍ଲା ଖବର ) : ପ୍ରକାଶ ପାଇଲା ପ୍ଲସ ୨ ଅଫଲାଇନ ରେଜଲ୍ଟ। ବୋର୍ଡ ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି । ମୋଟ 68.66 ପ୍ରତିଶତ ପିଲା ପାସ ହୋଇଛନ୍ତି। ଆର୍ଟସରେ 70.62 ପ୍ରତିଶତ ପିଲା ପାସ ହୋଇଛନ୍ତି। କମର୍ସରେ 68.61 ପିଲା ପାସ ହୋଇଛନ୍ତି। ସେହିଭଳି ସାଇନ୍ସରେ 64.39 ପ୍ରତିଶତ ପିଲା ପାସ ହୋଇଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀ ଆଗୁଆ ରହିଛନ୍ତି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫଳ ପ୍ରକାଶ କରାଯାଇଛି । ପରୀକ୍ଷାର୍ଥୀମାନେ www.orissaresults.nic.in ୱେବ୍‌ସାଇଟ୍‌ରୁ ସେମାନଙ୍କ ରେଜଲ୍ଟ ଜାଣିପାରିବେ ।