Thursday, October 15, 2026
Home ଅପରାଧ ଝାଡଖଣ୍ଡରେ ରେଳ ଟ୍ରାକ୍ ଉଡାଇଲେ ମାଓବାଦୀ

ଝାଡଖଣ୍ଡରେ ରେଳ ଟ୍ରାକ୍ ଉଡାଇଲେ ମାଓବାଦୀ

13

ନୂଆଦିଲ୍ଲୀ,୨୦/୧୧/୨୧ (ଜିଲ୍ଲା ଖବର ) : ଝାଡଖଣ୍ଡରେ ରେଳ ଟ୍ରାକ୍ ଉଡାଇଦେଇଛନ୍ତି ମାଓବାଦୀ । ରାଉଲକେଲା-ଟାଟାନଗରା ମଧ୍ୟରେ ରେଳ ଟ୍ରାକ୍ ଉଡାଇ ଦେଇଥିବା ସୂଚନା ମିଳିଛି । ଝାଡଖ୍ରଣ୍ଡର ସୋନୁଆ ଓ ଲୋଟାପାହାଡ ମଝିରେ ରେଳ ଟ୍ରାକ୍ ଉଡାଇଦେଇଛନ୍ତି ମାଓବାଦୀ । ତେବେ ଘଟଣାସ୍ଥଳରେ ଆରପିଏଫ୍ ସମେତ ବରିଷ୍ଠ ଅଧିକାରୀ ମାନେ ପହଞ୍ଚିଛନ୍ତି । ଟ୍ରାକ୍ ଉଡାଇ ଦେଇଥିବାରୁ ବହୁ ଏକ୍ସପ୍ରେସ୍ ଓ ଲୋକାଲ୍ ଟ୍ରେନ୍ ଅଟକିଛି ।