
ବ୍ରହ୍ମପୁର, ୧୯/୧୧(ଜିଲ୍ଲା ଖବର):ପ୍ରତେକ ବର୍ଷ ନଭେମ୍ବର ମାସ 19ତାରିଖକୁ ବିଶ୍ୱ ମଧୁମେହ ଦିବସ ରୂପେ ପାଳନ କରାଯାଏ ଏହି ପରିପେକ୍ଷୀରେ ଆଜି ବ୍ରହ୍ମପୁରରେ ଏହି ଦିବସକୁ ପାଳନ କରାଯାଇଅଛି ଡାଏବେଟିସ ଆଣ୍ଡ ଏଣ୍ଡୋ
କେୟାର ମୁଖ୍ୟ Dr ସୁନୀଲ ଅଗ୍ରଵାଲ ଓ
ରୋୟାଲ ଫାର୍ମାସି କଲେଜ ତରଫରୁ ଏକ ସଚେତନତା ରାଲି ବ୍ରହ୍ମପୁର ଖଲିକୋଟ କଲେଜ ଠାରୁ ଆରମ୍ଭ କରାଯାଇ ଡାକ ବାଜି ଦ୍ୱାରା ସହରର ସୁବାରାଓ ଛକ, ଖିଷ୍ଟିଆନ ହସ୍ପିଟାଲ, ଟାଟାବେଞ୍ଚ ଛକ,ବିଜିପୁର, ଅନ୍ଧ ପସରା, ରୋଡ ଗୋଶାଣୀନୂଆଗାଁ ପରିକ୍ରମା କରାଯାଇଥିଲା ରାଲିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା ସମ୍ମାନିତ ଅତିଥି ଭାବେ BMC କମିଶନର dr ସିଧେଶ୍ୱରବଳିରାନ ବlନ୍ଦୋର ଓ ସବ କଲେଟର କ୍ରୀତିଭସନ ଯୋଗଦେଇ ଦେଇଥିଲେ ପ୍ରତେକ ଦିଏକ ଘଣ୍ଟା ବ୍ୟାୟାମ କରିବା ଓ ଖାଉଥିବା ଖାଦ୍ୟ ନିୟନ୍ତ୍ରଣ କରିଲେ ମଧୁମେହ ରୋଗ ହୁଅନାହି ଏହି ରୋଗ ଯାହାକୁ ହୁଏ ସହଜରେ ଭଲ ହୁଅନି ଯିଏ ଏହି ରୋଗରେ ପୀଡିତ ତାହାର କିଭଳି ଚିକିତ୍ସା କରାଗଲେ ରୋଗୀ ନିଜର ନିୟନ୍ତ୍ରଣରେ ରହି ପାରିବ ତାହା ସଚେତନ ମାଧ୍ୟମରେ ଅବଗତ କରାଇଥିଲେ dr ସୁନୀଲ କୋଟା
ରୋୟାଲ ଫାର୍ମାସି କଲେଜର ପ୍ରିନସିପାଲ dr VV ରବି କୁମାର ଉପାଦକ୍ଷ dr ନିରଞ୍ଜନ ପାତ୍ର ଓ କଲେଜର
ଶହ , ଶହ ଛାତ୍ର, ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଡାଏବେଟିସ ଆଣ୍ଡ ଏଣ୍ଡୋକେୟାର କ୍ଲିନିକର ସମସ୍ତ କର୍ମଚାରି ରାଲିକୁ ସଫଳ କରିବାରେ ସହଯୋଗ କରିଥିଲେ|
ରିପୋର୍ଟ : କୁନା ମିଶ୍ର




