Friday, November 13, 2026
Home ଆଞ୍ଚଳିକ କାର୍ତ୍ତିକ ପୁନେଇ ଡଙ୍ଗା ଭସାଣି ଉପଲକ୍ଷେ ରାମ ମନ୍ଦିର ଠାରେ ୨୦୦୦ ହଜାର ରୁ ଉର୍ଦ୍ଧ୍ବ...

କାର୍ତ୍ତିକ ପୁନେଇ ଡଙ୍ଗା ଭସାଣି ଉପଲକ୍ଷେ ରାମ ମନ୍ଦିର ଠାରେ ୨୦୦୦ ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କର ପ୍ରସାଦ ବଣ୍ଟନ

58

ବିଷମକଟକ,୧୯-୧୧- (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍କକ ଅନ୍ତର୍ଗତ ହାଟମୁନିଗୁଡା ରାମ ମନ୍ଦିରରେ ଯଥାବିଧି ଭାବେ ଡଙ୍ଗା ଭସାଣି ଉପଲକ୍ଷେ ପୁଜା ଫାଠ ସହ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ମନ୍ଦିର ପରିଚାଳନା କମିଟିର ଜୋତି ପ୍ରସାଦ ସାହୁ ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଦୁଇ ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ନିତି କାନ୍ତି ରେ ପୂଜା ଓ ହୋମ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ପ୍ରସାଦ ସେବନର ମଧ୍ୟ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମନ୍ଦିର କମିଟି ର ମୁଖ୍ୟ ଶ୍ରୀ ଜୋତି ପ୍ରସାଦ ସାହୁ, ତିରୁପତି ପଣ୍ଡା, ବିଜୟ କୁମାର ଦାସ, ରମେଶ ପାକି, ରାଜେଶ କୁମାର ସାହୁ, ନିଶାନ୍ତ ପନଢା, ରାମ ମୁରୁତି ବେହେରା,ହରପ୍ରସାଦ ସେନାପତି , ପୁରୁଷ ତମ ପାଡାଲୁ, ଜନାର୍ଦ୍ଦନ ଲାବଲା ସମେତ, ସିଲୁ ଦାସ, ବାସୋଇ ଦୋରା,ସଦା ନନ୍ଦ ସାହୁ,ପରଖିତ ବିଡିକା ସମେତ ହାଟମୁନିଗୁଡା ଗ୍ରାମର ସମସ୍ତ ଗ୍ରାମ ବାସୀ ମାନେ ସହଯୋଗ କରିଥିଲେ।
ବିଷମକଟକ ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ