Monday, October 12, 2026
Home ଅପରାଧ ଦନ୍ତା ହାତୀର ମୃତ୍ୟୁ

ଦନ୍ତା ହାତୀର ମୃତ୍ୟୁ

32

ସୁନ୍ଦରଗଡ,୧୮/୧୧/୨୧ (ଜିଲ୍ଲା ଖବର) : ସୁନ୍ଦରଗଡ ବଣେଇ ବନ ଖଣ୍ଡ ଅନ୍ତର୍ଗତ ଟେଣ୍ଡରା ଗ୍ରାମରେ ହାତୀ ମୃତ୍ୟୁ। ପାଖ ଜଙ୍ଗଲ ମଧ୍ୟରେ ଦନ୍ତା ମରି ପଢ଼ିଥିବା ଦେଖିବାକୁ ମିଳିଛି। ହାତୀ ମୃତଦେହ ଦେଖି ଗାଁ ଲାକ ବନଭିଭାଗକୁ ଖବର ଦେଇଥିଲେ। ଖବର ପାଇଁ ଘଟଣା ସ୍ଥଳରେ ପହିଛି ହାତୀକୁ ଜବତ କରିବା ସହ ତଦନ୍ତ କରୁଛି ।

ଏବଂ ଏହି ହାତୀ ମାନେ ଅଞ୍ଚଳରେ ରହି ଘର ଦୁଆର ଭଙ୍ଗୀ ଫସଲ ନଷ୍ଟ ବି କରୁଛନ୍ତି। କିନ୍ତୁ ଆଜି ଅଚାନକ ଦନ୍ତା ମରିବା ବୁଦ୍ଧିଜୀବୀ ମହଲରେ ବଡ଼ ପ୍ରଶ୍ନ ଉଙ୍କି ମାରୁଛି ।