Wednesday, November 11, 2026
Home ଆଞ୍ଚଳିକ ଗୋଟିଏ ଡୋଜ ଟିକାଠୁ ଦୁଇ ଡୋଜ ଟିକା ଅଧିକ ନେଲେଣି

ଗୋଟିଏ ଡୋଜ ଟିକାଠୁ ଦୁଇ ଡୋଜ ଟିକା ଅଧିକ ନେଲେଣି

15

୧୮/୧୧/୨୧ (ଜିଲ୍ଲା ଖବର) :  କୋଭିଡ୍ ଟିକାକରଣରେ ପୁଣିଥରେ ରେର୍କଡ ହାସଲ କଲା ଭାରତ । ପ୍ରଥମ ଥର ଗୋଟିଏ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟାକୁ ଟପିଲା ଦୁଇଟି ଡୋଜ ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ।

ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ଦେଶରେ 38କୋଟି ଲୋକ କୋଭିଡ ଟିକାର 2ଟି ଡୋଜ ଟିକା ନେଇ ସାରିଛନ୍ତି।

ଯେତେବେଳେ ଗୋଟିଏ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା 37.5କୋଟି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଦେଖିବାକୁ ଗଲେ ଦେଶରେ ମୋଟ ଟିକାକରଣ ସଂଖ୍ୟା 113 କୋଟିରେ ପହଁଞ୍ଚିଥିବା ।