Home ଅପରାଧ ଉଗାଣ୍ଡାର କାମ୍ପାଲାରେ ବୋମା ବିସ୍ଫୋରଣ, ଅଲ୍ପ ଦୂରରେ ଥିଲେ ଭାରତୀୟ ପାରା ବ୍ୟାଟମିଣ୍ଟନ ଟିମ୍

ଉଗାଣ୍ଡାର କାମ୍ପାଲାରେ ବୋମା ବିସ୍ଫୋରଣ, ଅଲ୍ପ ଦୂରରେ ଥିଲେ ଭାରତୀୟ ପାରା ବ୍ୟାଟମିଣ୍ଟନ ଟିମ୍

8

୧୭/୧୧/୨୧ (ଜିଲ୍ଲା ଖବର ) : ଉଗାଣ୍ଡାର କାମ୍ପାଲାରେ ସିରିଏଲ ବୋମା ବିସ୍ଫୋରଣ। ସଂସଦ ଭବନ ନିକଟରେ ବଡ ଧରଣର ବିସ୍ଫୋରଣ। ଅଳ୍ପ ଦୂରରେ ଥିଲେ ଭାରତୀୟ ପାରା ବ୍ୟାଟମିଣ୍ଟନ ଟିମ୍ ।

ତେବେ ବିସ୍ଫୋଣରେ ଭାରତୀୟ ଦଳରେ କୌଣସି କ୍ଷତି ହୋଇ ନ ଥିବା ଟ୍ଵିଟ କରି କହିଛନ୍ତି ଭାରତୀୟ ପାରା ବ୍ୟାଟମିଣ୍ଟନ ସଂଘ। ଏହି ପାରା ବ୍ୟାଟମିଣ୍ଟନ ଟିମରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ମଧ୍ୟ ରହିଛନ୍ତି ।