
୧୭/୧୧/୨୧ (ଜିଲ୍ଲା ଖବର ) : ମମିତା ମେହେର ହତ୍ୟା ଘଟଣା। ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ମମିତାଙ୍କ ପରିବାର ଲୋକ। ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ତଦନ୍ତ ଶେଷ କରିବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି ମମିତାଙ୍କ ପରିବାର ଲୋକେ।
ଗୃହ ସଚିବ, ଡିଜିପି, ବଲାଙ୍ଗିର ଜିଲ୍ଲାପାଳ ଓ ଏସପିଙ୍କୁ ପକ୍ଷଭୁକ୍ତ କରିବାକୁ ଆବେଦନ କରାଯାଇଛି । ଏହାସହ ସିନ୍ଧେଇକେଲା ଆଇଆଇସିଙ୍କୁ ମଧ୍ୟ ପକ୍ଷଭୁକ୍ତ କରିବାକୁ ଆବଦେନ କରିଛନ୍ତି ମମିତାଙ୍କ ପରିବାର ଲୋକେ ।


