Monday, October 12, 2026
Home ଅପରାଧ ଜାଲିଆତି ଓ ଚିଟିଂ ଅଭିଯୋଗରେ ବନ୍ଧା ହେଲେ ବୌଦ୍ଧ ଆର୍ଟିଓର ଆସିଷ୍ଟାଣ୍ଡ ପ୍ରୋଗ୍ରାମର

ଜାଲିଆତି ଓ ଚିଟିଂ ଅଭିଯୋଗରେ ବନ୍ଧା ହେଲେ ବୌଦ୍ଧ ଆର୍ଟିଓର ଆସିଷ୍ଟାଣ୍ଡ ପ୍ରୋଗ୍ରାମର

10
Man in handcuffs behind his back

  ୧୭/୧୧/୨୧ (ଜିଲ୍ଲା ଖବର ) : ଜାଲିଆତି ଓ ଚିଟିଂ ଅଭିଯୋଗରେ ବନ୍ଧା ହେଲେ ବୌଦ୍ଧ ଆର୍ଟିଓର ଆସିଷ୍ଟାଣ୍ଡ ପ୍ରୋଗ୍ରାମର। ୧୧୭ଟି ଗାଡି କୁ ଜାଲିଆତି କରି ଫିଟନେସ ସାର୍ଟିଫିକେଟ ଦେଇଥିଲେ। ରଞ୍ଜନ କୁମାର ଦାସକୁ ବାନ୍ଧିଲା ବୌଦ୍ଧ ପୋଲିସ ।

ସେହି ଅଫିସରେ କାମ କରୁଥିବା ଏମ୍ଭିଆଇ ସାଲଖୁ ମୁର୍ମୁଙ୍କ ଆଇଡି ଓ ପାଶୱାର୍ଡରେ ଜାଲିଆତି କରୁଥିଲେ ରଞ୍ଜନ । ବରବିଲ ଅଞ୍ଚଳର ୧୧୭ ଗାଡିକୁ ବୌଦ୍ଧ ଅଞ୍ଚଳରେ ଦର୍ଶାଇ ଦେଇଥିଲେ ଫିଟନେସ ସାର୍ଟିଫିକେଟ ।

ଏମ୍ଭିଆଇ ସାଲଖୁ ମୁର୍ମୁଙ୍କ ଅଭିଯୋଗ ଆଧାରରେ ରଞ୍ଜନଙ୍କୁ ବାନ୍ଧିଲା ପୋଲିସ । ଏନେଇ ପୋଲିସ ଅଧିକ ତଦନ୍ତ କରୁଛି ।