
ଶେରଗଡ଼,୧୬/୧୧/୨୧(ଜିଲ୍ଲା ଖବର):ଶେରଗଡ଼ ପଂଚାୟତ ସମିତି ସଭାଗୃହ ଠାରେ ଭୋଟର ତାଲିକା ସଂଶୋଧନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଗକୁ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ଯେପରି କୌଣସି ଭୋଟର ଭୋଟ ଦେବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ଯେଉଁମାନଙ୍କ ନାମ ପଞ୍ଚାୟତା ସ୍ତରୀୟ ଭୋଟର ତାଲିକାରେ ବଦ ପଡ଼ିଥିବେ ସେମାନେ ଯେପରି ଯୋଗ କରାଯିବ l ସେଥି ପତି ଧ୍ୟାନ ଦେବାକୁ କହଯାଇଛି l ନିଜେ ଆସି ପଞ୍ଚଯାତରେ ପହଞ୍ଚି ନାମ ଯୋଗ କରିବାକୁ କୁହାଯାଇଛି l ଏଥିରେ ନିଜେ ନିଜର କାଗଜ ପୂରଣ କରିଦେବାକୁ ଅତିରିକ୍ତ ଗୋଷ୍ଠି ଅଧିକାରୀ ସମସ୍ତଙ୍କୁ କହିଛନ୍ତି l ଏଥିରେ ସ୍ଥାନୀୟ ଏ ବି ଡି ଓ ଏବଂ ପି ଏ ତାଲିମ ଦେଇଥିବାବେଳେ ସମସ୍ତ ଗ୍ରାମସେବକ ଓ ସମସ୍ତ ସି ଆର ସି ସି ମାନେ ପ୍ରଶିକ୍ଷଣ ନେଇଥିଲେ l
ରିପୋର୍ଟ: ଅଖିଳ କୁମାର ପଟ୍ଟନାୟକ


