Sunday, November 15, 2026
Home ଆଞ୍ଚଳିକ ହାଟମୁନିଗୁଡା ସିତା ରାମ ଲକ୍ଷ୍ମଣ ଶ୍ୱାମୀ ମନ୍ଦିରରେ ମହା ସମାରୋହରେ ପାଳନ ହୋଇଛି , ବିଛା...

ହାଟମୁନିଗୁଡା ସିତା ରାମ ଲକ୍ଷ୍ମଣ ଶ୍ୱାମୀ ମନ୍ଦିରରେ ମହା ସମାରୋହରେ ପାଳନ ହୋଇଛି , ବିଛା ସକ୍ରାନ୍ତି

100

ବିଷମକଟକ –୧୬-୧୧- (ଜିଲ୍ଲା ଖବର) ରାୟଗଡ଼ା ଜିଲ୍ଲା ବିଷମକଟକ ବ୍କକ ଅନ୍ତର୍ଗତ ହାଟମୁନିଗୁଡା ରାମ ମନ୍ଦିରରେ ବିଛା ସକ୍ରାନ୍ତି ଯଥାବିଧି ପାଳନ କରାଯାଇଛି। ମନ୍ଦିର ପରିଚାଳନା କମିଟିର ସଦାନନ୍ଦ ଦାସ ଙ୍କ ସଭାପତିତ୍ୱ ରେ ହୋମ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଏଥିରେ ବହୁ ସଂଖ୍ୟକ ଗ୍ରାମ ବାସୀ ଯୋଗଦେଇଥିଲେ। ନିତି କାନ୍ତି ରେ ପୂଜା ଓ ହୋମ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ପ୍ରସାଦ ସେବନର ମଧ୍ୟ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମନ୍ଦିର କମିଟି ର ମୁଖ୍ୟ ଶ୍ରୀ ଜୋତି ପ୍ରସାଦ ସାହୁ, ତିରୁପତି ପଣ୍ଡା, ବିଜୟ କୁମାର ଦାସ, ରମେଶ ପାକି, ରାଜେଶ କୁମାର ସାହୁ, ନିଶାନ୍ତ ପନଢା, ରାମ ମୁରୁତି ବେହେରା,ହରପ୍ରସାଦ ସେନାପତି , ପୁରୁଷ ତମ ପାଡାଲୁ, ଜନାର୍ଦ୍ଦନ ଲାବଲା ସମେତ ଗ୍ରାମ ବାସୀ ମାନେ ସହଯୋଗ କରିଥିଲେ।
ବିଷମକଟକରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ