Tuesday, November 17, 2026
Home ଆଞ୍ଚଳିକ ପୂର୍ଵତନ ସରପଞ୍ଚ ପ୍ରଦୀପ ବିଶୋଇ ହତ୍ୟାକାଣ୍ଡର ପ୍ରଦାଫାଶ

ପୂର୍ଵତନ ସରପଞ୍ଚ ପ୍ରଦୀପ ବିଶୋଇ ହତ୍ୟାକାଣ୍ଡର ପ୍ରଦାଫାଶ

128

ଗଞ୍ଜାମ,୧୪/୧୧/୨୧(ଜିଲ୍ଲା ଖବର) :
ଗତ ୦୫/୧୧/୨୧ରେ ହୋଇଥିବା ବହୁ ଚର୍ଚ୍ଚିତ ପୂର୍ବତନ ସରପଞ୍ଚ ପ୍ରଦୀପ ବିଶୋଇ lକୁ ଅତି ନିର୍ମମ ଭାବେ ହତ୍ୟାର ପ୍ରଦାଫାଶ
ହୋଇଛି ଜଣେ ନାବାଳକ ସହ ମୋଟ(6) ସାମିଲ ଥିଲେ ସମସ୍ତ ଅଭିଯୁକ୍ତ ବନ୍ଥପଲ୍ଲୀ ଅଂଚଳର 1, ଜୟସେନ ସ୍ୱାଇଁ (42),ସାଗର ଗଙ୍ଗା ସ୍ୱାଇଁ (21), ମିଥୁନ କୁମାର ସ୍ୱାଇଁ (31)ନନ୍ଦନ ବେହେରା (21), କାଁହୁ ବିଶୋଇ (26)ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ
ଟାଉନ SDPOଙ୍କ ନେତୃତ୍ୱରେ ଦୁଇ ବଡ ବଜ଼ାର ଓ ଦିଗପହଣ୍ଡି ଥାନାର ଅଧିକାରୀଙ୍କୁ
ଦାଇତ୍ୱ ଦିଆଯାଥିଲା ଅଭିଯୁକ୍ତ ମାନଙ୍କ ଠାରୁ ଦୁଇଟି ଖଣ୍ଡା,6 ଟି ମୋବାଇଲ ଓ ଗୋଟିଏ AVITAR ଗାଡି ଦୁଇଟି ଗଜ ଜବତକରାଯାଇଛି ବୋଲି ସାମ୍ବାଦିକସମିଳନୀ କରି ବ୍ରହ୍ମପୁର SP ପିନାକୀ ମିଶ୍ର ସୂଚନା ଦେଇଛନ୍ତି ସମସ୍ତ ଅଭିଯୁକ୍ତଙ୍କୁ ଜେଲ କୁ ପଠାଯାଇଛି |
ରିପୋର୍ଟ : କୁନା ମିଶ୍ର