
କନ୍ଧମାଳ,୧୨/୧୧/୨୧(ଜିଲ୍ଲା ଖବର) : ମମିତା ମେହେର ହତ୍ୟା ଘଟଣା ମାମଲା ରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକରିବା ସହ ଗିରଫ କରିବା ଦାବିରେ ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ 6 ଘଣ୍ଟିଆ ବନ୍ଦ ଡାକରାକୁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ କର୍ମୀ ମାନେ ଶାନ୍ତିପୂର୍ଣ୍ଣ ଭାବେ ଦଳୀୟ ପତାକା ଧରି ମାଦିକୁନ୍ଦl ଛକ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ନାରାବାଜୀ ଦେଇ ଆସିଥିଲେ ା ତେବେ ବନ୍ଦର ପ୍ରଭାବ କନ୍ଧମାଳ ଜିଲ୍ଲା ରେ ଦେଖିବାକୁ ମିଳିନାହିଁ ା ତେବେ ତୁରନ୍ତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପଦବୀରୁ ଇସ୍ତଫା ଦେବା ସହ ତାଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି ଜିଲ୍ଲା ର ସଭାପତି ଅନାମ ନାୟକ ଏବ୍ଂ ଜିଲ୍ଲା କଂଗ୍ରେସ କର୍ମୀ ବୃନ୍ଦ l
ଫୁଲବାଣୀ ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ୍ ଜିଲ୍ଲା ଖବର



