
ଗଞ୍ଜାମ,୧୧/୧୧/୨୧(ଜିଲ୍ଲାଖବର):ଜୋରଜବରଦସ୍ତିବନ୍ଦକରିପାରିବେନି ଅଟକାଇ ପାରିବେନି ଗାଡି, ବନ୍ଦ କରିପାରିବେନି ଦୋକାନ ।କଂଗ୍ରେସର ଓଡିଶା ବନ୍ଦ ଡାକରା ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ।ଆଜି ବ୍ରହପୁର SP ପିନାକୀ ମିଶ୍ର ଏକ ସାମ୍ବାଦିକ
ସଭା କରି ଜଣାଇଛନ୍ତି ଯଦି ଜବରଦସ୍ତି କୌଣସି ଗାଡି କିମ୍ବା ଦୋକାନ ବନ୍ଦ କରନ୍ତି ତାହାହେଲେ ଆଇନ ଅନୁଯାଇ ପଦକ୍ଷେପ
ଗ୍ରହଣ କରାଯିବ ଏହା ସବୁ ଥାନା ଅଧିକାରୀ ମାନଙ୍କୁ ସୂଚାଇ ଦିଆଯାଇଛି।
ରିପୋର୍ଟ: କୁନା ମିଶ୍ର


