Thursday, November 12, 2026
Home ଆଞ୍ଚଳିକ ସଡ଼କ ଦୁର୍ଘଟଣା ରେ ଜେଜେ ବାପା ମୃତ , ନାତି ଗୁରୁତର

ସଡ଼କ ଦୁର୍ଘଟଣା ରେ ଜେଜେ ବାପା ମୃତ , ନାତି ଗୁରୁତର

50

ହିଞ୍ଜିଳିକାଟୁ,୦୯/୧୧/୨୧(ଜିଲ୍ଲା ଖବର):ହିଞ୍ଜିଳିକାଟୁ ବ୍ଲକ ବୁରୁପଡା ଓ ମାରୁଡ଼ି ଛକ ନିକଟରେ ବସ ସହ ଟିଭିଏସ ଅକ୍ସେଲ୍ ଧକାରେ ଜଣେ ମୃତ ଜଣେ ଗୁରୁତର ମୃତ୍ୟୁ ସମୟରେ ମୃତ ଜଣକ ହେଲା ଶେରଗଡ଼ ଥାନା ଧବଳପୁର ଗ୍ରାମ ର ଜୟସେଠୀ (55) ଓ ତାଙ୍କ ନାତି ଆକାଶ ସେଠୀ ଗୁରୁତର ଆହତ ହେଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ସ୍ଥାନନ୍ତରିତ କରିଥିବା ଜଣାପଡିଛି
ରିପୋର୍ଟ: ତାପସ କୁମାର ପଣ୍ଡା