Tuesday, November 17, 2026
Home ଆଞ୍ଚଳିକ ପୁଣି ଚଚ୍ଚାରେ ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ

ପୁଣି ଚଚ୍ଚାରେ ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ

148

ଶେରଗଡ଼,୦୯/୧୧/୨୧(ଜିଲ୍ଲା ଖବର):ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ କେହି ଛୁହୁଁ ନଥିବା ମର ଶରୀରକୁ ନିଜ ହାତରେ ଧରି ଶବ ବ୍ୟବଚ୍ଛେଦ ପାଇଁ ଗାଡ଼ିରେ ପଠାଇ ପୁଣି ମାନବିକତାର ପରିଚୟ ଦେଲେ ଶେରଗଡ଼ ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ବା ଆମ ପ୍ରିୟ ପିଣ୍ଟୁ ଭାଇ ।

ରିପୋର୍ଟ: ଅଖିଳ ପଟ୍ଟନାୟକ