
ଶେରଗଡ଼,୦୯/୧୧/୨୧(ଜିଲ୍ଲା ଖବର):ଶେରଗଡ଼ ନିକଟସ୍ଥ କରଡ଼ାକଣା ଠlରେ ବାବା ଉଦୟ ନାଥଙ୍କ ପୀଠ
ଧାର୍ମିକ ମାସ କାର୍ତ୍ତିକ ର ତୃତୀୟ ସୋମବାର ରେ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ l ସମସ୍ତ ଭକ୍ତ ଭୋଜି ଭାତର ମଜା ସହ ପାର୍କର ମଜା ଉଠେଇ ଭକ୍ତମାନେ ଗହଳି ହେଇଅଛି lଏହି ପୀଠ ଶେରଗଡ଼ ର ପ୍ରମୁଖ ପୀଠ ରୂପେ ଅନ୍ୟତମ lଏହି ପୀଠ ସହ ବହୁ ଐତିହାସିକ ତଥ୍ୟ ଜଡିତ ଥିବା ସୂଚନା ମିଳେ lପବିତ୍ର ସୋମବାର ଅବସରରେ ଏଠାରେ ପ୍ରବଳ ଜନସମାଗମ ସହିତ ଏଠାରେ ନିର୍ମାଣ ହୋଇଥିବା ସୁନ୍ଦର ପାର୍କ ଦେଖିବାକୁ ମଧ୍ୟ ପ୍ରବଳ ଭିଡ଼ ହୋଇଥାନ୍ତି l ଆଖପାଖ ପ୍ରାୟ ପଚାଶ ଖଣ୍ଡ ଗ୍ରାମ ର ଲୋକ ଏଠାକୁ ଆସୁଥିବl ଅନୁମାନ କରାଯାଉଛି l
ରିପୋର୍ଟ : ଅଖିଳ କୁମାର ପଟ୍ଟନାୟକ



