Tuesday, November 17, 2026
Home ଆଞ୍ଚଳିକ ତୈଳ ଦର ହ୍ରାସ ପରେ କମିଲା ବସ୍ ଭଡ଼ା

ତୈଳ ଦର ହ୍ରାସ ପରେ କମିଲା ବସ୍ ଭଡ଼ା

31

୦୭/୧୧/୨୧ (ଜିଲ୍ଲା ଖବର) : ତେଲ କମିଲା, ବସ୍ ଭଡ଼ା କମିଲା । ତୈଳ ଦର ହ୍ରାସ ପରେ ରାଜ୍ୟରେ ବସ୍ ଭଡ଼ା କମିଲା । ଅର୍ଡିନାରୀ ବସ୍ ଭଡ଼ା କିମି ପିଛା ୯୨ ରୁ ୮୭ ପଇସା ହ୍ରାସ । ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୯୬ରୁ ୯୧ ପଇସାକୁ ହ୍ରାସ ।

ଡିଲକ୍ସ ବସଭଡ଼ା କିମି ପିଛା ୧ ଟଙ୍କା ୩୫ରୁ ୧ ଟଙ୍କା ୨୫ ପଇସା ହେଲା । ଏସି ଡିଲକ୍ସ ବସଭଡ଼ା କିମି ପିଛା ୧ ଟଙ୍କା ୬୩ରୁ ୧ ଟଙ୍କା ୫୩ ପଇସା ହେଲା । ସୁପର ପ୍ରିମିୟମ୍ ବସଭଡ଼ା କିମି ପିଛା ୨ ଟଙ୍କା ୫୩ରୁ ୨ ଟଙ୍କା ୩୮ ପଇସା ହେଲା ।