ଜଳେଶ୍ୱର,୦୭/୧୧/୨୧ (ଜିଲ୍ଲା ଖବର) : ଜଳେଶ୍ୱରରେ ସାତ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଜମାଳପୁର ବାଇପାସ ଠାରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ସାତ ଲକ୍ଷ ଟଙ୍କା ହେବ । ଘଟଣାସ୍ଥଳରୁ ବାପ ,ପୁଅ ଗିରଫ। ସେମାନଙ୍କ ଘର ଜଳେଶ୍ୱର ଶଶାନବାଡ଼ ଅଞ୍ଚଳରେ ବୋଲି ଜଣା ପଡ଼ିଛି ।