Wednesday, October 14, 2026
Home ଅପରାଧ ପୁଣି ଭାଇରାଲ ହେଲା ଛାତି ଥରା ଭିଡିଓ, ଗୋଟିଏ ମିନିଟରେ 10 ରାଉଣ୍ଡ ଏୟାର ଫାୟରିଂ

ପୁଣି ଭାଇରାଲ ହେଲା ଛାତି ଥରା ଭିଡିଓ, ଗୋଟିଏ ମିନିଟରେ 10 ରାଉଣ୍ଡ ଏୟାର ଫାୟରିଂ

46

ଭୁବନେଶ୍ଵର, ୦୭/୧୧/୨୧ (ଜିଲ୍ଲା ଖବର) : ପୁଣି ଭାଇରାଲ ହେଲା ଛାତି ଥରା ଭିଡିଓ । ଏଥିରେ ଶୁଭାଯାଉଛି ମାର ଲଗାତାର ମାର । ପୁରା ଘାଣ୍ଟୁଛି । ଆଉ ଏହି ଏକ ମିନିଟରେ 10 ରାଉଣ୍ଡ ଏୟାର ଫାୟରିଂ । ଭିଡିଓରେ ଜଣଙ୍କୁ ଗୁଳି ଫୁଟାଇବା ଶିଖାଉଛି ଆଉ ଜଣେ ଯୁବକ ।

 ଗୁଳି ଫୁଟାଉ ଥିବା ଯୁବକ KBN ଗ୍ୟାଙ୍ଗର ବୋଲି ସୂଚନା ମିଳିଛି । ଏଥିପାଇଁ ଗଠନ କରାଯାଇଥିବା ସ୍ବତନ୍ତ୍ର ଟିମ୍ ଭିଡିଓ ସମ୍ପର୍କରେ ତଦନ୍ତ କରୁଛି ।