Wednesday, November 11, 2026
Home ଆଞ୍ଚଳିକ ୩ ବର୍ଷର ବାଳକ ପୁଣିତ କ୍ରିଷ୍ଣା ନିଆରା ଢଙ୍ଗରେ ପାଳିଲେ ନିଜର ଜନ୍ମଦିନ

୩ ବର୍ଷର ବାଳକ ପୁଣିତ କ୍ରିଷ୍ଣା ନିଆରା ଢଙ୍ଗରେ ପାଳିଲେ ନିଜର ଜନ୍ମଦିନ

21

କବିସୂର୍ଯ୍ୟନଗର, ୦୬/୧୧/୨୧(ଜିଲ୍ଲା ଖବର):କବିସୂର୍ଯ୍ୟନଗର ର ଯୁବ ସମ୍ବାଦିକ ଗଣେଶ ଡାକୁଆ ଙ୍କ ସୁପୁତ୍ର ପୁନିତ କ୍ରିଷ୍ଣାଙ୍କ ତୃତୀୟ ଜନ୍ମ ଦିନ କୁ ନିଆରେ ଢଙ୍ଗରେ ପାଳନ କରିଛନ୍ତି, ପୁନିତ ନିଜ ବାପା ମା ଙ୍କ ସହ କବିସୂର୍ଯ୍ୟ ନଗର ବସଟାଣ୍ଟ ନିକଟରେ ଥିବା କବିସୂର୍ଯ୍ୟ ବିଦ୍ୟା ପିଠରେ ପହଞ୍ଚି ଗରୀବ ଛାତ୍ର ମାନଙ୍କୁ ଖାତା,ପେନ ସହ ଚକଲେଟ ଦେଇ ନିଜ ଜନ୍ମ ଦିନ ପାଳନ କରିଥିଲେ। ତାଙ୍କରି ଏହିଭଳି କାର୍ଯ୍ୟ କୁ ସ୍କୁଲ ପ୍ରଧାନ ଶିକ୍ଷକ ଓ ଗୁରୁଜନ ମାନେ ପ୍ରଶଂସା କରିବା ସହ ତାଙ୍କରି ଉତ୍ତର ଉତ୍ତର କାମାନା କରିଥିଲେ। ପୁନିତ ଙ୍କ ଜନ୍ମ ଦିନରେ ତାଙ୍କରି ଜେଜେ ମା ଶାନ୍ତିଲତା ଡାକୁଆ,ଆଇ ସୁକାନ୍ତି ପ୍ରଧାନ, ବାପା ଗଣେଶ ଡାକୁଆ, ମା ଧରିତ୍ରୀ ପ୍ରଧାନ, ବଡ ବାପା ପଦ୍ମ ଚରଣ ଡାକୁଆ,ମନୋଜ କୁମାର ଡାକୁଆ, ବାପୁ ମନୋରଞ୍ଜନ ବିଶୋଇ, ବଡ ମମି ଗାୟତ୍ରୀ ବିଶୋଇ,ବଡ ମା ପଙ୍କଜ ଡାକୁଆ,ପିଉସା ମା ପ୍ରଭାସିନୀ ଡାକୁଆ,ସ୍ନେହଲତା ଡାକୁଆ,ବାପା ଲୋକନାଥ ବେହେରା, ନାରାୟଣ ଡାକୁଆ,ଦାଦା ଚନ୍ଦନ ଡାକୁଆ,ଭଉଣୀ ଭାବନା ଜାନୁ, ସାନୁ ସମସ୍ତେ ଆଶ୍ରିବାଦ ସହ ଦୀର୍ଘାୟୁ କାମନା କରିଥିଲେ ।