Wednesday, November 11, 2026
Home ଆଞ୍ଚଳିକ ଅନନ୍ତେଇର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ଅନନ୍ତେଇର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

16

ଗଞ୍ଜାମ,୦୫/୧୧/୨୧(ଜିଲ୍ଲା ଖବର):ଅନନ୍ତେଇର ପୂର୍ବତନ ସରପଞ୍ଚ ପ୍ରଦୀପ ବିଶୋଇଙ୍କୁ ସୁକୁଣ୍ଡା ପାଣି ଫେଟ୍ରି ନିକଟରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି କିଛି ଦିନ ହେଲା ସେ ଜେଲରୁ ପାରଲରେ
ଘରକୁ ଆସିଥିଲେ ଆଜି ବ୍ରହ୍ମପୁର କୋଟରେ ସାକ୍ଷୀ ବିଚାରଣ ଥିଲା ଘଟଣା ସ୍ଥଳରେ ପୋଲିସ ପହଂଚି ଶବ ଜବତ କରି ସନ୍ଧନୀ କୁକୁର ସାହାଯ୍ୟରେ ତଦନ୍ତ ଚଳାଇଛନ୍ତି |
ରିପୋର୍ଟ : କୁନା ମିଶ୍ର