Monday, October 19, 2026
Home ଅପରାଧ କେନାଲା ଭିତରକୁ କାର ଖସିଯିବା ଘଟଣାରେ ଜଣଙ୍କର ମୃତଦେହ ଠାବ

କେନାଲା ଭିତରକୁ କାର ଖସିଯିବା ଘଟଣାରେ ଜଣଙ୍କର ମୃତଦେହ ଠାବ

20

ଭୁବନୋଶ୍ୱର, ୦୫/୧୧/୨୧ (ଜିଲ୍ଲା ଖବର ) : ରାଜଧାନୀ ଉପକଣ୍ଠ ବାଲିଅନ୍ତା ନିକଟ ପୁରୀ ମୁଖ୍ୟ କେନାଲା ଭିତରକୁ କାର ଖସିଯିବା ଘଟଣା। ଜଣଙ୍କର ମୃତଦେହକୁ ଠାବ କଲା ଅଗ୍ନିଶମ ବିଭାଗ । ମୃତକ ଜଣଙ୍କ ହେଲେ ରାଜସ୍ଥାନର ସନ୍ଦୀପ କୁମାର । ଏବେବି ଅନ୍ୟ ଜଣଙ୍କର ପତା ମିଳିନି ।

ବୁଧବାର ବିଳମ୍ବିତ ରାତିରେ ଏକ କାର ଦୁର୍ଘଟଣା ଘଟି କେନାଲ ଭିତରକୁ ଖସି ପଡ଼ିଥିଲା  । କାର ଭିତରେ ଦୁଇଜଣ ଥିବା ଜଣା ପଡିଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କାର କୁ ଉଦ୍ଧାର କରିବା ପରେ ନିଖୋଜ ଯୁବକଙ୍କୁ ଖୋଜିବା ଆରମ୍ଭ କରିଥିଲା ।