Monday, October 19, 2026
Home ଅପରାଧ ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

10

ଖୋର୍ଦ୍ଧା, ୦୫/୧୧/୨୧ (ଜିଲ୍ଲା ଖବର ) : ଖୋର୍ଦ୍ଧା ଟାଙ୍ଗୀ ବ୍ଲକ ରମ୍ଭାବିଲି ଗାଁରେ ଘଟିଛି ଅଭାବନୀୟ ଘଟଣା। ଗାଁ ଜଣେ ଯୁବକଙ୍କ ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି ।

ଗାଁର ଶରତ  ଜେନା ଘରୁ ଅନ୍ୟ ସାହିରେ ଥିବା ନିଜ ଘରକୁ ବଡ ବଡିଆ ଡାକି ବାକୁ ଯାଉଥିବା ବେଳେ ଦନ୍ତା  ହାବୁଡ଼ରେ ପଡିଥିଲେ। ଘଟଣା ସ୍ଥଳରେ ଟାଗିଂ ବନବିଭାଗ କର୍ମଚାରୀ ଓ ଜଂକିଆ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।