Sunday, October 18, 2026
Home ଅପରାଧ ପୁଣି ଭୁବନେଶ୍ବରରେ 273 ଗ୍ରାମ ବ୍ରାଉନ ସୁଗାର ଜବତ

ପୁଣି ଭୁବନେଶ୍ବରରେ 273 ଗ୍ରାମ ବ୍ରାଉନ ସୁଗାର ଜବତ

10

ଭୁବନେଶ୍ବର,୦୫/୧୧/୨୧ (ଜିଲ୍ଲା ଖବର ) : ପୁଣି ଭୁବନେଶ୍ବରରେ 273 ଗ୍ରାମ ବ୍ରାଉନ ସୁଗାର ଜବତ।  ବ୍ରାଉନ ସୁଗାର ଜବତ କଲା କ୍ବିକ୍ ଆକ୍ସନ୍ ଟିମ୍। ଘଟଣାରେ ମଞ୍ଚେଶ୍ୱର ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ବିକ୍ରି ପାଇଁ ହାଇ-ଟେକ ଛକ ନିକଟରେ ଥିବା ବେଳେ ଏମାନଙ୍କୁ ଗିରଫ କରାଯାଇଛି

ଅପରେଶନ ହ୍ଵାଇଟ ସ୍ପାଇଡ଼ରେ ଆଜି ଯାଏ 2 kg 250 ଗ୍ରାମ ବ୍ରାଉନ ସୁଗାର ଜବତ କରାଯିବା ସହ 38 ଜଣଙ୍କୁ ଗିରଫ କରାଯାଇଛି ।