Thursday, November 12, 2026
Home ଆଞ୍ଚଳିକ ରିଲିଜ୍ ହେଲା ଫିଲ୍ମ’ସୂର୍ଯ୍ୟବଂଶୀ’

ରିଲିଜ୍ ହେଲା ଫିଲ୍ମ’ସୂର୍ଯ୍ୟବଂଶୀ’

13

ନୂଆଦିଲ୍ଲୀ ,୦୫/୧୧/୨୧ (ଜିଲ୍ଲା ଖବର ) : ରିଲିଜ୍ ହେଲା ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ’ସୂର୍ଯ୍ୟବଂଶୀ’ । ଅନେକ ଦିନ ପରେ ଅକ୍ଷୟ-କ୍ୟାଟ୍ରିନାଙ୍କ ଏହି ଫିଲ୍ମ ରିଲିଜ୍ ହୋଇଥିବାରୁ ବେଶ ଉସ୍ବାହିତ ଅଛନ୍ତି ଦର୍ଶକ ।

ଏହି ଫିଲ୍ମରେ ଦମଦାର ଆକ୍ସନ ସହି କମେଡିର ତଡକା ଯୋରଦାର ରହିଛି । ଦେଶର ତିନି ହଜାରରୁ ଅଧିକ ଓ ବିଦେଶରେ ୧୩୦୦ ସ୍କିନ୍‌ରେ ରିଲିଜ୍ ହୋଇଛି ଏହି ଫିଲ୍ମ । ଅନେକ ଜାଗାରେ ଫାଷ୍ଟ ଡେ’ ଫାଷ୍ଟ ଶୋ’ରେ ପ୍ରବଳ ଭିଡ ମଧ୍ୟ ଲାଗି ରହିଛି ।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ୍ ଶେଟ୍ଟୀ । ତେବେ ଏହାର ଗୀତ ରିଲିଜ୍ ହେବା ପରେ , ହିଁ ସମ୍ପୂର୍ଣ୍ଣ ଫିଲ୍ମ ଦେଖିବାକୁ ବେଶ ଉସ୍ବାହର ସହ ଚାହିଁ ରହିଥିଲେ ଦର୍ଶକ । ତେବେ ଆଜି ଦର୍ଶକଙ୍କ ଅପେକ୍ଷାର ଘଟିଛି । ରିଲିଜ୍ ହୋଇଯାଇଛି ଫିଲ୍ମ’ସୂର୍ଯ୍ୟବଂଶୀ’ ।