Sunday, November 15, 2026
Home ଆଞ୍ଚଳିକ ରୋଗୀ କଲ୍ୟାଣ ସମିତି ବ୍ୟଠକ

ରୋଗୀ କଲ୍ୟାଣ ସମିତି ବ୍ୟଠକ

37

ବିଷମ କଟକ – ୩-୧୧-୨୧ -(ଜିଲ୍ଲା ଖବର) ରାୟଗଡା ଜିଲ୍ଲା ବିଷମ କଟକ ଗୋଷ୍ଟି ସ୍ୱଥ୍ୟ କେନ୍ଦ୍ର ର ସଭା ଗୃହ ରେ ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟି ବ୍ୟଠକ ଓ ଗୋଷ୍ଠି ସ୍ୱତ୍ୱ ମିଶନ ବ୍ୟଠକ ଅନୁଷ୍ଠିତ ହୋଇଥିଲା ଏହି ବ୍ୟଠକ ରେ ସ୍ଥାନୀୟ ବିଧାୟକ ତଥା ଅନୁସୂଚିତ ଜାତି ଓ ଜନ ଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଉପସ୍ଥିତ ରହିଥିଲେ ବିଷମ କଟକ BDO ଅଲବଟ ଲାକଡ଼ା , ଗୋଷ୍ଠୀ ସ୍ଵତଃ ଅଧିକାରୀ ଡ଼ଃ ,ଅଂଶୁ ପ୍ରଭା ଚୌଧୁରୀ , ବିପି ଏମ୍ ପ୍ରଭାକର ଧଳ ଶିଶୁ ବିକାଶ ଅଧିକାରୀ ସୁଶୀଳା ଶବର , ଶିକ୍ଷା ଅଧିକାରୀ ,,,,, ଉପସ୍ଥିତ ଥିଲେ ଏହି ବ୍ୟଠକ ରେ ସରକାର କଂ ପକ୍ଷ ରୁ ଜନ ସାଧାରଣ ସକାଶେ ଦିଆଯାଇଥିବା ଯୋଜନା ସମ୍ପର୍କରେ ବି ପି ଏ ମ୍ ସମ୍ପୂର୍ଣ୍ଣ ବିବରଣୀ ପାଠା କରିଥିଲେ ,ଚଳିତ ବର୍ଷ ସ୍ଵତଃ କେନ୍ଦ୍ର କୁ ପରିସର କୁ ପାରିସ୍କର ଓ ରୋଗ ମାନ କଂ ଆନୁସଙ୍ଗିକ ବେବସ୍ଥା ଯୋଗାଇ ଦେବାରେ ଯଥାସାଧ୍ୟ ଚେଷ୍ଟା କରା ଯାଇଥିବା ନେଇ ବ୍ୟଠକ ରେ ଅବଗତ କରିଥିଲେ ସରକାର କଂ ଦ୍ଵାରା ରୋଗୀ ମାନ ଙ୍କୁ ଯୋଗାଇ ଦିଆଯାଉ ଥିବା ସୁବିଧା ସୁଯୋଗ ଓ ଆର୍ଥିକ ସହାୟତା ସମ୍ପୁର୍ଣ୍ଣ ଭାବେ ଯୋଗାଇ ଦିଆଯାଇଛି ଚଳିତ ବର୍ଷ ଗୋଷ୍ଟି ସ୍ୱତ୍ୱ କେନ୍ଦ୍ରରେ ଆବଶ୍ୟକ ରହି ଥିବା ସାମଗ୍ରୀ କିଣିବା ନିମନ୍ତେ ଗୋଷ୍ଟି ଅଧିକାରୀ ବ୍ୟଠକ ରେ ପ୍ରସ୍ତାବ ଦେଇଥିଲେ , ଵର୍ତମାନ ସ୍ୱତଃ କେନ୍ଦ୍ର ଜେଣ୍ଟର ଖରାପ ଥିବାରୁ ର ଲେବର ରୁମୁ ପାଇଁ ଇନିଭଟର ଆଶକ୍ୟ ରହିଥିବା ସ୍ତଲେ ଅନ୍ତର ରୋଗୀ ମାନ କଂ ପାଇଁ ବେର୍ସିଟି , ଡ଼ଷ୍ଟବିନି ୱସିଙ୍ଗିମେସିନୀ , ବିଦୁତୁ ମରାମତି ,ଅମ୍ବୁଲେନ୍ସ ମରାମତି , ସ୍ୱତଃ କେନ୍ଦ୍ର ରେ ଥିବା ପୁରୁଣା ଜେଣ୍ଡରେଟର ବଦଳରେ ନୂଆ ଜେଣ୍ଡରେଟର ପାଇଁ ଗୋଷ୍ଠି ଅଧିକାରୀ ମନ୍ତ୍ରୀ କୁ ପ୍ରସ୍ତାବ ଆଗତ କରିଥିଲେ ଏହା ବ୍ୟତୀତ ବିଷମ କଟକ ସ୍ୱତଃ କେନ୍ଦ୍ର ଅଧୀନରେ ଥିବା ପ୍ରଥମ ଟୀକା କାରଣ 80 ଭାଗ ରୁ ଅଧିକ ହୋଇଥିବା ଦେଲେ ଦୂତୀୟ ଟୀକା କାରଣ ମାତ୍ର 30 ଭାଗ ହୋଇଛି ଏହା ଉପରେ ପ୍ରଥମେ ଗୁରୁତ୍ୱ ଦେବା ପାଇଁ ଶିଶୁ ଅଧିକାରୀ , ସ୍ଥାନୀୟ ସରପଞ୍ଚ , ବ୍ଲକ ଶିକ୍ଷା ଅଧିକାରୀ , ଙ୍କୁ ଅଧିକ ଦାଇତ୍ୱ ନେବା ପାଇଁ କହିଥିଲେ , ଏହା ସହ ସ୍ୱତଃ କେନ୍ଦରେ ପରିସର ରେ ରୋଗୀଙ୍କ ପାଇଁ ଆଶକ୍ୟ ଥିବା ପାଇଖେନା , ୱଟିଙ୍ଗି ହଲ , ଡାଇଙ୍ଗି ହଲ ନିମରଣ କାର୍ୟ୍ଯ କରିବା ଉପରେ ଗୁରୁତ୍ୱ ଦିଆଯାଇ ଥିଲା , ଏଥି ସହ ମେଡ଼ିକାଲ ରେ ଉର୍ଣ୍ଣତ ମନର ପ୍ରଥଲୋଜି ,ବିଭିନ୍ନ ପରୀକ୍ଷା କରିବା ପାଇଁ ଓ ଶିଶୁବିଷସଂଜ୍ଞା , ନୂତନ ଅମ୍ବୁଲେନ୍ସ ସ୍ୱତଃ କେନ୍ଦ୍ର ପରିସର କୁ ଆଲୋକି କାରଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଏହା ସହ ସ୍ୱତଃ କେନ୍ଦ୍ର ରେ ଆଶକ୍ୟ ପରିମାଣ ର ଡାକ୍ଟର ନିଯୁକ୍ତି , ଅମ୍ବୁଲେନ୍ସ , ଓ ରୋଗୀ ଶଯ୍ୟା ବୃଦ୍ଧି କରିବା ନିମନ୍ତେ ଓ ମେଡିକାଲ ଉର୍ଣ୍ଣତୀ ପାଇଁ ବିଭାଗ୍ୟ ଅଧିକାରୀ କଂ ସହ ଆଲୋଚନା କରିବା ପାଇଁ ମନ୍ତ୍ରୀ ସାରକା ମହୋଦୟ ପ୍ରତିଶୃତି ଦେଇଥିଲେ ।
ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ