Wednesday, November 11, 2026
Home ଆଞ୍ଚଳିକ ଅଭିନେତା କାଲ୍ ପେନ୍ ହେଉଛନ୍ତି ଟ୍ରାନ୍ସଜେଣ୍ଡର୍

ଅଭିନେତା କାଲ୍ ପେନ୍ ହେଉଛନ୍ତି ଟ୍ରାନ୍ସଜେଣ୍ଡର୍

16

ନୂଆଦିଲ୍ଲୀ, ୦୨/୧୧/୨୧ (ଜିଲ୍ଲା ଖବର) : ଭାରତୀୟ ତଥା ଆମେରିକୀୟ ଅଭିନେତା କାଲ ପେନ୍ ତାଙ୍କ ନୂତନ ପୁସ୍ତକ ‘ୟୁ କାଣ୍ଟ ବି ସିରିୟସ୍’ ରିଲିଜ୍ ପୂର୍ବରୁ ନିଜ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ସେ ସାକ୍ଷାତକାରରେ କହିଛନ୍ତି ଯେ, ସେ ହେଉଛନ୍ତି ଜଣେ ସମଲିଙ୍ଗୀ । କେବଳ ଏତିକି ନୁହେଁ, ଏହା ସହିତ ସେ ତାଙ୍କ ସାଥୀ ଯୋଶଙ୍କ ସହିତ ତାଙ୍କର ନିର୍ବନ୍ଧ କଥା ମଧ୍ୟ ଘୋଷଣା କରିଛନ୍ତି । ୧୧ ବର୍ଷ ଧରି ଦୁହେଁ ରିଲେସନସିପରେ ଅଛନ୍ତି । ବର୍ତ୍ତମାନ କାଲ ଏହାକୁ ଲୁଚାଇ ରଖିବାକୁ ଚାହୁଁ ନାହାଁନ୍ତି ।

ଏବେ କାଲ୍ ପେନ୍ ଏବଂ ଜୋଶ ସେମାନଙ୍କ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ବହୁତ ଭାରତୀୟ ବିବାହ କରିବାକୁ ଚାହୁଁଛନ୍ତି । ପେନ୍ କହିଛନ୍ତି ଯେ, ‘ମୁଁ ଏକ ପୁଅ ସହିତ ସଂପର୍କରେ ଅଛି ଏବଂ ଆମ ପରିବାର ସେଠାରେ ଯୋଗଦେବେ ।