Thursday, November 12, 2026
Home ଆଞ୍ଚଳିକ ଦୁନିଆକୁ ପଞ୍ଚାମୃତ ମନ୍ତ୍ର ଦେଲେ ମୋଦି

ଦୁନିଆକୁ ପଞ୍ଚାମୃତ ମନ୍ତ୍ର ଦେଲେ ମୋଦି

12

ନୂଆଦିଲ୍ଲୀ, ୦୨/୧୧/୨୧ (ଜିଲ୍ଲା ଖବର) : ଗ୍ଲାସଗୋରେ ଆୟୋଜିତ cop 26କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁନିଆକୁ ପଞ୍ଚାମୃତ ମନ୍ତ୍ର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଆଜି ବିକାଶଶୀଳ ଦେଶ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସଂଘର୍ଷ କରୁଛନ୍ତି। ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ପଞ୍ଚାମୃତ ମନ୍ତ୍ର ଦେଇଛନ୍ତି। ଏହାସହ ଭାରତ ଆଗାମୀରେ ଏହାକୁ ଆପଣାଇବ ବୋଲି କହିଛନ୍ତି।

 ସେ ଏହି ମନ୍ତ୍ରକୁ ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ ବଡ ପଦେକ୍ଷପ ହେବ ବୋଲି କହିଛନ୍ତି। ମୋଦି କହିଛନ୍ତି, ଆଜି ମୁଁ ଆପଣମାନଙ୍କ ଆଗରେ ୱାନ ୱାର୍ଡ ମୁଭମେଣ୍ଟର ପ୍ରସ୍ତାବ ରଖୁଛି । ଏହି ୱାନ ୱାର୍ଡ ଶବ୍ଦ କ୍ଲାଇମେଟ ସମ୍ବର୍ଦ୍ଧରେ , ୱାନ ୱାର୍ଡ ଗୋଟିଏ ବିଶ୍ବର ମୂଳ ଆଧାର ହୋଇପାରିବ।