ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର କୁଚିଣ୍ତା ଗସ୍ତ ପୂର୍ଵରୁ ବିଜେପି କର୍ମିକୁ ଗିରଫ କଲା ପୋଲିସ

14

ସମ୍ବଲପୁର, ୦୨/୧୧/୨୧ (ଜିଲ୍ଲା ଖବର) : ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର କୁଚିଣ୍ତା ଗସ୍ତ ପୂର୍ଵରୁ ବିଜେପି କର୍ମିକୁ ଗିରଫ କଲା ସମ୍ବଲପୁର ପୋଲିସ । ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ ସହ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଓ ଅନେକ ବିଜେପି କର୍ମିକୁ ପୋଲିସ ପ୍ରିବେଣ୍ଟିବ ଆରେଷ୍ଟ  କରିଛି ।

ଶିକ୍ଷୟିତ୍ରି ମମିତା ମେହେର ହତ୍ୟା ଘଟଣା ନ୍ୟାୟ ଦାବିରେ ବିଜେପି ମୁଖ୍ୟମନ୍ତ୍ରୀ ଗସ୍ତ ସମୟରେ ବିରୋଧ ପ୍ରଦର୍ଶନ କରିବ। ସରକାର ମମିତାଙ୍କୁ ନ୍ୟାୟ ଦେଵା ଭୟରେ ଭୟଭିତ ହୋଇ ବିଜେପି ନେତାକୁ ପୋଲିସ ଗିରଫ କରିଥିବା କହିଛି ବିଜେପି ।