Home ଅପରାଧ ଭିଜିଲାନ୍ସ ଜାଲରେ ଥାନା ଏସଆଇ

ଭିଜିଲାନ୍ସ ଜାଲରେ ଥାନା ଏସଆଇ

8

ଢ଼େଙ୍କାନାଳ,୦୨/୧୧/୨୧ (ଜିଲ୍ଲା ଖବର) : ଭିଜିଲାନ୍ସ ଜାଲରେ ଥାନା ଏସଆଇ। ଆୟ ବହିର୍ଭୁତ ସମ୍ପତି ଠୁଳ ମହାବିରୋଡ଼ ଫାଣ୍ଡି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ କରିଥିବା ସୂଚନା ରହିଛି । ବାସଭବନ ସମେତ ୫ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସର 8ଟି ଟିମ।

ଏହି ଟିମରେ ଭିଜିଲାନ୍ସର 3ଜଣ ଡିଏସପି ସାତ ଜଣ ଇନ୍ସପେକ୍ଟର ସାମିଲ ରହିଛନ୍ତି। ଚଢାଉ ସମୟରେ ବିପୁଳ ପରିମାଣର ସମ୍ପତ୍ତି ଜବତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ଟଙ୍କା ଓ ୩୦୦ ଗ୍ରାମ ସୁନା ଜବତ କରାଯାଇଛି।.