
କନ୍ଧମାଳ,୦୧/୧୧(ଜିଲ୍ଲା ଖବର): ଗତ 28 ତାରିଖ ଦିନ ଠାରୁ କନ୍ଧମାଳ ଜିଲ୍ଲା ଗସ୍ତରେ ଥିବା ମନ୍ତ୍ରୀ ପ୍ରତାପ ଜେନା ହଟାତ ଅସୁସ୍ଥ ହୋଇ ପଡିଥିବା ବେଳେ !ସେ ବର୍ତମାନ ଫୁଲବାଣୀ Circuit house ରେ ବିଶ୍ରାମ ନେଉଥିବା ବେଳେ ତାଙ୍କୁ ଏକ ଡାକ୍ତରୀ ଦଳ ଚିକିତ୍ସା ଜାରି ରଖିଛନ୍ତି !ତାଙ୍କୁ ଜ୍ୱର ହେବା ସହିତ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହିତ ତାଙ୍କର Low BP ଥିବା ସୂଚନା ମିଳିଛି !ତେବେ ମନ୍ତ୍ରୀଙ୍କ ଦେହ ଅସୁସ୍ଥ କାରଣରୁ ଆଜି ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ବାତିଲ ହୋଇ ଥିବା ବେଳେ ! ମନ୍ତ୍ରୀ ଙ୍କୁ ଏୟାର ଆମ୍ବୁଲାନ୍ସ ମାଧ୍ୟମ ରେ ଭୁବନେଶ୍ବର କୁ ସ୍ଥାନାନ୍ତରିତ କରାଯାଇଛି l
ଫୁଲବାଣୀ ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ୍


