
ଜଟଣୀ, ୦୧/୧୧/୨୧(ଜିଲ୍ଲା ଖବର) : ଜନ ଅଧିକାର ସଂଘ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଜଟଣୀର ବରିଷ୍ଠ ଅଧିବକ୍ତା ତଥା ଭୁବନେଶ୍ବର ବାର୍ ଆସୋସିଏସନର ପ୍ରାକ୍ତନ ସମ୍ପାଦକ ବିରେନ୍ଦ୍ର କୁମାର ପଟ୍ଟନାୟକ (ରବି) ଏବଂ ଯୁବ ସମାଜସେବୀ ଆଲୋକ କୁମାର ମହାନ୍ତିଙ୍କୁ ସମ୍ବଦ୍ଧିତ କରା ଯାଇଥିଲା। ଜନ ଅଧିକାର ସଙ୍ଗ ଶାଖା ଜିଲ୍ଲା ସମ୍ପାଦକ ସଞ୍ଜିବ କୁମାର,ଜନ ଅଧିକାର ସଙ୍ଗ ଓଡ଼ିଶା ଶାଖା ସମ୍ପାଦକ ବାସୁଦେବ ସେଠୀ ,ହଵିଵୁର ରେହେମାନ ସହିତ ସୁକାନ୍ତ ଭାଇ ଉପସ୍ଥିତ ରହି ଦୁଇ ଜଣ ମହାନ୍ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା |
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର


