Home ଅପରାଧ ଅବକାରୀ ବିଭାଗ ପଞ୍ଝାରେ ଧଳା ଜହର ବେପାରୀ

ଅବକାରୀ ବିଭାଗ ପଞ୍ଝାରେ ଧଳା ଜହର ବେପାରୀ

14

ମୟୂରଭଞ୍ଜ, ୦୧/୧୧/୨୧ (ଜିଲ୍ଲା ଖବର) : ଅବକାରୀ ବିଭାଗ ପଞ୍ଝାରେ ଧଳା ଜହର ବେପାରୀ । ମୟୂରଭଞ୍ଜ ଉଦଳା ଥାନା ଯଇଦା ଗାଁରୁ ଜଣେ ଧଳା ଜହର ବେପାରୀକୁ ଅବକାରୀ ବିଭାଗ ଗିରଫ କରିବା ସହିତ ତା ନିକଟରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ।

ଖୁଣ୍ଟା ଅବକାରୀ ବିଭାଗ ଏବଂ ସ୍ପେସିଆଲ ସ୍କ୍ୱାଡ଼ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିଛନ୍ତି । ଜବତ ବ୍ରାଉନ ସୁଗାରର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହେବ ବୋଲି ସୂଚନା ଦେଇଛି ଅବକାରୀ ବିଭାଗ ।