Home ଅପରାଧ ବାରାହା ଆକ୍ରମଣରେ ଜଣେ ଗୁରୁତର, ୪ ଆହତ

ବାରାହା ଆକ୍ରମଣରେ ଜଣେ ଗୁରୁତର, ୪ ଆହତ

15

ବ୍ରହ୍ମଗିରି,୩୧/୧୦/୨୧ (ଜିଲ୍ଲା ଖବର) :  ବ୍ରହ୍ମଗିରିରେ ବାରାହା ଆତଙ୍କ। ବାରାହା ଆକ୍ରମଣରେ ଜଣେ ଗୁରୁତର ୪ଜଣ ଆହତ। ଗୁରୁତର ବ୍ୟକ୍ତି ଭୁବନେଶ୍ବର ସ୍ଥାନାନ୍ତର । ଆହତ ବ୍ୟକ୍ତିମାନେ କେରାଣ୍ଡିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଗୁରୁତର ବ୍ୟକ୍ତି ହେଉଛନ୍ତି ତିନିକୁଦୀ ଗ୍ରାମର ଦୟାନିଧି ପ୍ରଧାନ ଏବଂ ଆହତମାନେ ଜଟାଧାରୀ ମହାପାତ୍ର, ବୈକୁଣ୍ଠ ସାହୁ, ବସନ୍ତ ମହାପାତ୍ର ବୋଲି ଜଣାପଡିଛି।