Home Uncategorized ଶୋବଳା ଗାଁରେ ଜଙ୍ଗଲୀ ହାତୀ ଆତଙ୍କ

ଶୋବଳା ଗାଁରେ ଜଙ୍ଗଲୀ ହାତୀ ଆତଙ୍କ

4

 କେନ୍ଦ୍ରାପଡା,୩୧/୧୦/୨୧ (ଜିଲ୍ଲା ଖବର) : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଶୋବଳା ଗାଁରେ ଜଙ୍ଗଲୀ ହାତୀ ଆତଙ୍କ । ହାତୀପଲ ବ୍ୟାପକ ଧାନ ଫସଲ ଓ ପନିପରିବା ନଷ୍ଟ କରିଛନ୍ତି । ଏନେଇ ଗ୍ରାମବାସୀ କେନ୍ଦ୍ରାପଡା ବନବିଭାଗ ଅଧିକାରୀ ଓ ମାର୍ଶାଘାଇ ଥାନାକୁ ଅବଗତ କରାଇଥିଲେ ।

 ହେଲେ ବନ କର୍ମଚାରୀ ଏଯାଏଁ ଘଟଣାସ୍ଥଳରେ ପହଞ୍ଚି ନାହାଁନ୍ତି । ଏପଟେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜଙ୍ଗଲ ନଥିବାବେଳେ ହଠାତ ଦନ୍ତା ହାତୀପଲ କେଉଁଠୁ ଆସିଲେ ତାକୁ ନେଇ ଗ୍ରାମବାସୀଙ୍କ ମନରେ ଛନକା ପଶିଛି ।