Sunday, November 15, 2026
Home ଆଞ୍ଚଳିକ ବିଜିଲାନ୍ସ ବିଭାଗ ବହୁ କର୍ମଚାରୀ ସାମିଲ ରହି ସଚେତନତା ପ୍ରଚାର ପତ୍ର ବାଣ୍ଟିଥିଲେ

ବିଜିଲାନ୍ସ ବିଭାଗ ବହୁ କର୍ମଚାରୀ ସାମିଲ ରହି ସଚେତନତା ପ୍ରଚାର ପତ୍ର ବାଣ୍ଟିଥିଲେ

13

ଆଜି ବ୍ରହ୍ମପୁର ବିଜିଲାନ୍ସ ବିଭାଗ ତରଫରୁ ଏଜ ସଚେତନତା ରାଲି କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ବିଜିଲାନ୍ସ SP ତ୍ରିଲୋଚନ ସ୍ୱାଇଁ ଯୋଗଦେଇ ରାଲିର ଶୁଭାରମ୍ଭ କରିଥିଲେ ଏହି ରାଲି ସହିଦ ଲକ୍ଷ୍ମଣ ନାୟକ ମେମୋରିଆଲ ସ୍କୁଲରୁ ବାହାରି କୋର୍ଟପେଟା ଛକ ବିଜିଲାନ୍ସ ଅଫିସ ଦେଇ ସହରର ବିଭିନ୍ନ ଅଂଚଳ ପ୍ରଯ୍ୟନ୍ତ ଯାଇଥିଲେ ଏହି ରାଲିରେ ବିଭିନ୍ନ କଲେଜର ବହୁ ଛାତ୍ର ଛାତ୍ରୀ ଯୋଗଦେଇ ଫ୍ଲାକ୍ଲlଡ଼ ମାଧ୍ୟମରେ ଲୋକମାନଙ୍କୁ ବିଭିନ୍ନ ଦୁର୍ନୀତି କାଯ୍ୟରୁ ନିବୃତ ରହିବା ପାଇଁ ସଚେତନ କରିଥିଲେ
ରିପୋର୍ଟ : କୁନା ମିଶ୍ର