Sunday, November 15, 2026
Home ଆଞ୍ଚଳିକ ଜଟଣୀ ମ୍ୟୁନିସିପାଲିଟିର ରମେଶ ଚନ୍ଦ୍ର ଦାସ ଙ୍କୁ ଅବସର କାଳିନ ସମ୍ବୋଧନା

ଜଟଣୀ ମ୍ୟୁନିସିପାଲିଟିର ରମେଶ ଚନ୍ଦ୍ର ଦାସ ଙ୍କୁ ଅବସର କାଳିନ ସମ୍ବୋଧନା

17

ଜଟଣୀ,୩୦/୧୦/୨୧(ଜିଲ୍ଲା ଖବର):- ଜନ ଅଧିକାର ସଙ୍ଗ ଓଡ଼ିଶା ଶାଖା ପକ୍ଷରୁ ଜଟଣୀ ମ୍ୟୁନିସିପାଲିଟିର ଅଫିସର ବରିଷ୍ଠ କିରାଣି ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ଦାସ ମହୋଦୟ ଙ୍କୁ ଅବସର କାଳିନ ଵିଦାୟ ସମ୍ବୋଧନା ପ୍ରଦାନ କରାଯାଇଛି ଏଥିସହିତ ଜଟଣୀ ମ୍ୟୁନିସିପାଲିଟିର ଅଧିକାରୀ ମହୋଦୟ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ତାଙ୍କ ସହିତ ସୁଗ୍ୟାନୀ ପାଢୀ ମହୋଦୟା ଙ୍କୁ ଏବଂ ଜ୍ୟୋତି ରଞ୍ଜନ ରାଉତରାୟଙ୍କ ସହିତ ଚାରି ଜଣ ଙ୍କୁ ସମ୍ମାନିତ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀ ଯୁକ୍ତ ରଵି ସ୍ଵାଇଁ ବରିଷ୍ଟ ସାମ୍ବାଦିକ ସମାଜ ଖବର କାଗଜ ,ଜନ ଅଧିକାର ସଙ୍ଗ ଶାଖା ଜିଲ୍ଲା ସମ୍ପାଦକ ସଞ୍ଜିବ କୁମାର,ଜନ ଅଧିକାର ସଙ୍ଗ ଓଡ଼ିଶା ଶାଖା ସମ୍ପାଦକ ବାସୁଦେବ ସେଠୀ ହଵିଵୁର ରେହେମାନ , ମହମ୍ମଦ ରିଜୁଆନ୍‌ ସହିତ,ସ୍ଵଛ ସାଥି ସୁପରଭାଇଜର ଶ୍ରୀ ମତୀ ସଂଯୁକ୍ତା ରାଣୀ ପାତ୍ର, ଏବଂ ସ୍ଵଚ୍ଛ ସାଥୀ, ନିରୁପମା ସ୍ବାଇଁ, ସୁନିତା ରାଣୀ ପାତ୍ର, ପ୍ରିୟଙ୍କା ମହାନ୍ତି, ନିରୁପମା ପଟ୍ଟନାୟକ, ଯୋଗଦେଇଥିଲେ .
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର