Wednesday, November 11, 2026
Home ଆଞ୍ଚଳିକ ବିଶ୍ୱର ସର୍ବବୃହତ ହନି କେକ ତିଆରି କରି ଗିନିଜ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଲେ ଓଡିଆ...

ବିଶ୍ୱର ସର୍ବବୃହତ ହନି କେକ ତିଆରି କରି ଗିନିଜ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଲେ ଓଡିଆ ପୁଅ

4

୩୦/୧୦/୨୧ (ଜିଲ୍ଲା ଖବର) : ଦୁବାଇରେ ରେକର୍ଡ କଲେ ଓଡିଆ ପୁଅ। ଦୁବାଇରେ ନିଜର ନିଜର ନାଁ ଏବଂ ଓଡିଶାର ନାଁକୁ ଆଗରେ ଉଚ୍ଚ କରିଛନ୍ତି ପ୍ରିତମ। ବିଶ୍ୱର ସର୍ବବୃହତ ହନି କେକ ତିଆରି କରି ଗିନିଜ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଲେ ଓଡିଆ ପୁଅ ପ୍ରିତମ ପଟ୍ଟନାୟକ।

ପ୍ରିତମ ପଟ୍ଟନାୟକ ଏବଂ ତାଙ୍କ ଟିମ ଦୁବାଇର ସ୍ପିନେଇ ସୁପରମାର୍କେଟର ୬୦ ବର୍ଷ ପୂର୍ତ୍ତି ଅବସରରେ ବିଶ୍ୱର ସର୍ବବୃହତ ହନି କେକ ତିଆରି କରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ପ୍ରିତମ ପଟ୍ଟନାୟକଙ୍କ ଏହି ସଫଳତାରେ ସମସ୍ତେ ଗର୍ବିତ।